ଏହି ଗ୍ରାମପାୟତରେ ଏକ ପର୍ଯ୍ୟଟନ ସ୍ଥଳୀ ଶ୍ରୀ ଶ୍ରୀ ବାବା ବକ୍ରେଶ୍ୱର ମହାଦେବ ଶୈବ ପୀଠ ଖୁବ୍ ଜନ ପ୍ରିୟö ଏହି ଶୈବ ପୀଠରେ ମାଘ ପୂର୍ଣ୍ଣିମା ଦିନ ଏକ ସ୍ୱତନ୍ର ମେଳନ ଆସର ଆୟୋଜିତ ହୋଇଥାଏö ଏଠାକାର ଲୋକମାନେ ଅତି ଶାନ୍ତି ଶୃଙ୍ଖଳା ସହିତ ପାଳନ କରିଥାନ୍ତିö
ଓଡିଶା ପ୍ରଦେଶ ପୁରୀଜିଲ୍ଲା ଗୋପବ୍ଲକ୍ ଅନ୍ତର୍ଗତ ନବ ଗଠିତ ୨୯ଟି ଗ୍ରାମପାୟତ ମଧ୍ଯରୁ ବଣିଆ ସାହି ଗ୍ରାମପାୟତ ଅନ୍ୟତମ ା ଏହା ଓଡିଶା ସରକାରଙ୍କ ପାୟତରାଜ ବିଭାଗ ଦ୍ୱାରାୂ ୧୯୯୧-୧୯୯୨ଆର୍ଥିକ ବର୍ଷ ଅର୍ଥାତ୍ ୧୯୯୨ମସିହା ମାଚ୍ର୍ଚ ୨୫ ତାରିଖରେ ଏହାର ମୂଳ ପାୟତ ବଡଗଁା ଠାରୁୁ ଅଲଗା ହୋଇ ସ୍ୱତନ୍ର ଗ୍ରମପାୟତର ମର୍ଯ୍ୟଦା ପାଇଲା ାଗୋପ ବ୍ଲକ ଅନ୍ୟତମ ସର୍ବପ୍ରସିଦ୍ଧ ଶୈବପିଠ,ଶ୍ରୀ ଶ୍ରୀ ବକ୍ରେଶ୍ୱର ଦେବଃ(ବାେଙ୍କଶ୍ୱର )ଉକ୍ତ ଗ୍ରାମପାୟତରେ ଅଧିଷ୍ଠିତଥିବାରୁ ଉକ୍ତ ପାୟତର ନାମ ବଣିଆସାହି ଗ୍ରାମପାୟତ ରଖାଯାଇ ସେଠାରେ ଗ୍ରାମପାୟତର ସଦରମହକୁମା ପ୍ରଦିଷ୍ଠା କରାଗଲା ା।